ବିଧାନସଭାରେ ପୁଣି ଉଠିଲା ଖଣି ଦୁନୀତି ପ୍ରସଙ୍ଗ

0

ବ୍ୟୁରୋ: ବିଧାନସଭାରେ ପୁଣି ଉଠିଲା ଖଣି ଦୁନୀତି ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ଏହି ପ୍ରସଙ୍ଗ ।କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଜ୍ରହଣ କରାଯାଇନଥିବାରୁ ସରକାରଙ୍କୁ ଭତ୍ସର୍ନାକଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଏହି ଘଟଣା ବର୍ତ୍ତମାନର ନୁହେଁ ବୋଲି କହି ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଆଗ୍ରାହ କରିଦେଇଥିବାରୁ ଆପତ୍ତି ଉଠାଇଲେ ମୋହନ ମାଝୀ ।


ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତ ଆଲୋଚନା କରିବାକୁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ । ସେପଟେ ଖଣି ମାଲିକଙ୍କ ଚାପରେ ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା କରିବାକୁ କରିବାକୁ ଦିଆଯାଉନଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି । ସୂଚନାଅନୁସାରେ, ୫୦ ହଜାର କୋଟିର ଦୁର୍ନୀତି ହୋଇଥିବା ଅଭିହୋଗ କରିଛନ୍ତି ସାଲୁଜା । ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତ ଆଲୋଚନା କରିବାକୁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗ ଉଠାଇଥିଲେ ସାଲୁଜା ।