ପାନୀୟ ଜଳ ପ୍ରକଳ୍ପ ର ସମୀକ୍ଷାକଲେ ବିଧାୟକ

0

(ରଜନୀ କାନ୍ତ ପାତ୍ର / ହିଞିଳି) ; ଗଞ୍ଜାମ ଜିଲ୍ଲା ପୋଲସରା ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମର ଚାଲୁ ରହିଥିବା ପାନୀୟ ଜଳ ପ୍ରକଳ୍ପ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉସ୍ଥାପଡା ଓ ମଥୁରା ଗ୍ରାମର ପାନୀୟ ଜଳ ପ୍ରକଳ୍ପ କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯାଇ ଅନୁଧ୍ୟାନ କରିବା ସହ ଚାଲୁ ରହିଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ବୈଠକରେ ନିର୍ବାହୀ ଅଧିକାରୀ ଭଞ୍ଜନଗର, ସହକାରୀ ଯନ୍ତ୍ରୀ ପୋଲସରା, ପୋଲସରା ବୁଗୁଡା ଜଡଝଝ ଔଋ ଉପସ୍ଥିତ ଥିଲେ।