ଅଚାନକ ଜଳିଗଲା ଚଳନ୍ତା ଟ୍ୟାଙ୍କର

ରାସ୍ତା ମଝିରେ ଅଚାନକ ଚଳନ୍ତା ଟ୍ୟାଙ୍କରରେ ଲାଗିଲା ନିଆଁ।

0

(ଜୟପୁର) : ରାସ୍ତା ମଝିରେ ଅଚାନକ ଚଳନ୍ତା ଟ୍ୟାଙ୍କରରେ ଲାଗିଲା ନିଆଁ। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋରିଗୁମ୍ମା- କୋଟପାଡ ଦେଇ ଯାଈଥିବା ୬୩ ନମ୍ବର ଜାତୀୟ ରାଜପଥରେ। ଖବରପାଇ ବୋରିଗୁମ୍ମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନାନୁଯାୟୀ , ଖବରପାଇ ବୋରିଗୁମ୍ମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଚଳନ୍ତା ଟ୍ୟାଙ୍କରଟିର ଟାୟାର ହଠାତ ଫାଟି ଯିବାରୁ ଏହି ଅଘଟଣ ଘଟିଥିବା ଜଣା ପଡିଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର ।