ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ପରେଡ ରିହଲସିଆଲ

0

ଭୁବନେଶ୍ୱର:  ୭୫ତମ ସ୍ୱାଧୀନତା ଦିବସ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି | ଏନେଇ ଭୁବନେଶ୍ୱରର ପଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ପରେଡ ରିହଲସିଆଲ  । ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ମୋଟ ୪ଟି ଗୃପ ଭାଗନେବେ |  ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ କରୋନା ପାଇଁ ଚଳିତବର୍ଷ ପରେଡରେ ଅଂଶ ଗ୍ରହଣ କରିବା ଓ ଦେଖି ଯିବାକୁ ବାରଣ କରାଯାଇଛି ।ସେହିପରି ରାଜ୍ୟସରକାରଙ୍କ ତରଫରୁ ମାଗଣାରେ ଜାତୀୟ ପତାକା ପ୍ରଦାନ କରିବା ଦାଇତ୍ୱ ନେଇଛନ୍ତି ମିଶନ ଶକ୍ତି ଗୃପ | ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବାକୁ କୁହାଯାଉଥିବା ବେଳେ ପୁରପଲ୍ଲୀରେ ଆରମ୍ଭ ହୋଇଛି ତ୍ରିରଙ୍ଗା ଯାତ୍ରା