କିଙ୍ଗ୍ ଖାନ୍ ପଠାନକୁ ନେଇ ଟ୍ରେଲ ହେଉଥିବା ବେଳେ ରିଲିଜ ହେଲା ଗୀତ ‘ବେଶରମ ରଙ୍ଗ,

0

ମୁମ୍ବଇ: ବିଗତ ୪ ବର୍ଷପରେ କିଙ୍ଗ୍ ଖାନ୍ ସିନେମା ପରଦାକୁ ଫେରିଛନ୍ତି । ତାଙ୍କର ଫଠାନ ଫିଲ୍ମିକୁ ନେଇ ଏବେ ଲାଗି ରହିଛି ଚର୍ଚ୍ଚା । ପଠାନର ପ୍ରଥମ ଗୀତ ‘ବେଶରମ ରଙ୍ଗ’ ରିଲିଜ ହୋଇଥିବା ବେଳେ ଏବେ ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ’ ମୁକ୍ତିଲାଭ କରିଛି । ଏହି ଫିଲ୍ମିର ଗୀତକୁ ଫ୍ୟାନ ମାନେ ଖୁବ୍ ପସନ୍ଦ କରୁଥିବା ବେଳେ ସାହାରୁଖଙ୍କ କେଶକୁ ପ୍ରାୟେ ବେଶି ପସନ୍ତ କରୁଛନ୍ତିି । ଏହି ଗୀତରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ସାହାରୁଖଙ୍କ ଅଧିକ କେଶ । ପୂର୍ବରୁ କୌଣସି ମୁଭିରେ ତାଙ୍କର ଏତେ ଲମ୍ବା କେଶ ନଜରକୁ ଆସିନଥିଲା । ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଶାହାରୁଖ୍‌ଙ୍କ ନୂଆ ଅବତାରକୁ ଦେଖିବା ପରେ ଖାଲି ସେ ବିଷୟରେ କଥା ହେଉଛନ୍ତି ଫ୍ୟାନ।