Reporters Today
  • Home
  • ଓଡିଶା
  • ଲସି ଦୋକାନ ଭିତରେ ପସିଗଲା ଟ୍ୟାଙ୍କର ଗାଡିି
ଓଡିଶା

ଲସି ଦୋକାନ ଭିତରେ ପସିଗଲା ଟ୍ୟାଙ୍କର ଗାଡିି

(ତାରାକାନ୍ତ ନାୟକ / କଟକ) ; କଟକ ଚାନ୍ଦବାଲି ରାସ୍ତାର ପୀରବାଜାର ତାରିଣୀ ମନ୍ଦିର ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ମୃତ ୩ଜଣ ଗୁରୁତର। ଗୁରୁତର ମାନଙ୍କୁ ଚିକିତ୍ସାପାଇଁ କଟକ ପଠାଇ ଦିଆଯାଇଛି। ଟ୍ରକଟି ଏକ ବାଇକକୁ ଧକ୍କାଦେଇ ଭାରସ୍ୟମ ହରାଇ ଲସି ଦୋକାନକୁ ମାଡ଼ିଯାଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ତିନିଜଣ ଲସି ଦୋକାନରେ ଥିବାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ଚିକିତ୍ସାପାଇଁ ମେଡିକାଲରେ ଭର୍ତ୍ତିକରାଯାଇଛି।ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ବାଇକ ଓ ଟ୍ୟାଙ୍କରଟିକୁ ଜବତକରି ତଦନ୍ତ ଚଳାଇଛି।

Related posts

ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ

Report

ସାଇବର ଠକେଇ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

Report

ସ୍ଥାୟୀ ପଟ୍ଟା ଦାବିରେ ନିମାପଡା ତହସିଲ ସମ୍ମୁଖରେ ଗଣଧାରଣା

Report

Leave a Comment