ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଶୀଘ୍ର ନନ୍ଦନକାନନକୁ ଅଣାଯିବ

0

(ରିପୋର୍ଟସ ଟୁଡ଼େ): ବନ୍ୟପ୍ରାଣୀ ଷ୍ଟାଡ଼ିଙ୍ଗ କମିଟି ବୈଠକ ଆଜି ସଚିବାଳୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀ ପ୍ରଧାନ ମୁଖ୍ୟଙ୍କ ସୂଚନା ଅନୁଯାୟୀ ଭିତର କନିକା ଜଙ୍ଗଲରେ ପ୍ରାୟ ୪୧୦ଟି ଗାଁ ରହିିଛି । ପ୍ରର୍ଯ୍ୟାୟ କ୍ରମେ ଏହି ଗାଁକୁ ସ୍ଥାନାନ୍ତର କରାଯିବ । ମଧ୍ୟପ୍ରଦେଶରୁ ଏକ ଟ୍ରାଙ୍କୁଲାଇଜ୍ ଟିମ୍ ଡ଼କା ଯାଇଁ ସୁନ୍ଦରୀ ଉପରେ ନଜର ରଖାଯାଇଛି ।  ଟିମ୍ଙ୍କ କହିବା ଅନୁଯାୟୀ ସୁନ୍ଦରୀ ଆସନ ବାହାଲ ଗ୍ରାମର ୩ କିଲୋମିଟର ପରିସର ଭିତରେ ଅଛି । ଯାହାକୁ ଶୀଘ୍ର ଟ୍ରାଙ୍କୁଲାଇଜ୍ କରାଯାଇ ନନ୍ଦନକାନକୁ ଅଣାଯିବ । ଏନେଇ ଟିମ୍ ଓ ବିଭାଗୀୟ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ କଣ ମତ ରଖିଛନ୍ତି ଆସନ୍ତୁ ଶୁଣିବା ।