ଶ୍ରୀକ୍ଷେତ୍ରର ବିଭିର୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ୟେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା

0

ଗୋପ(ଜୟନ୍ତ କୁମାର ସେଠୀ):-ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ୟ୍ୟନ୍ତ ୧୫ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିର୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ୟେଶ୍ୟରେ ତିଳ ତର୍ପଣ ପୂଜାର୍ଚନା ଆରମ୍ଭ ହୋଇଛି ଜ୍ଝ ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା ଉଦ୍ୟେଶ୍ୟରେ ଏହି ପୂଜା ଵିଧି ପରମ୍ପରା ଥିବା ବେଳେ ଧରି ପରିବାରର ସର୍ବ କଲ୍ୟାଣ ଉଦ୍ୟେଶ୍ୟରେ ଏହା କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ ଜ୍ଝ ଫୁଲ, ରାଶି, ଚାଉଳ ଆଦି ବିଭିର୍ନ ଦ୍ରବ୍ୟ ବ୍ୟବହାର କରାଯାଇ ଆଗାମୀ ୧୫ଦିନ ପର୍ୟ୍ୟନ୍ତ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଏହି ପିତୃପକ୍ଷ ତର୍ପଣ ପୂଜା କରାଯିବାର ନଜିର ରହିଛି ଜ୍ଝଏଣୁ ପୁରୀ ର ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ଶ୍ରଦ୍ଧାଳୁ ଭିଡ ଲାଗି ରହିଛି।