ଆଜି ହେଉଛି ବିଶ୍ଵହସ୍ତୀ ଦିବସ

0

ଭୁବନେଶ୍ୱର:ଆଜିର ଦିନ ଅର୍ଥାତ ଅଗଷ୍ଟ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଏ | ଦିନଥିଲା କୁହାଯାଏ ହାତୀ ହେଉଛି ମଣିଷର ବନ୍ଧୁ | କିନ୍ତୁ ଏବେ ମଣିଷର ଶତ୍ରୁ ହାତୀ ହୋଇଯାଇଥିବା ବେଳେ ହାତୀର ଶତ୍ରୁ ମଧ୍ୟ ମଣିଷ ହୋଇଯାଇଛି | କେଉଁଠି ହାତୀ ମରୁଛି ତ କେଉଁଠି ହାତୀ ମାରୁଛି। କେଉଁଠି ହାତୀ ଘର ଭାଙ୍ଗୁଛି ତ କେଉଁଠି ଫସଲ ନଷ୍ଟ କରୁଛି, କେଉଁଠି ମଣିଷକୁ ଦଳିଚକଟି ମାରିଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ସେପଟେ ହାତୀ କେଉଁଠି ଶିକାରୀର ଶିକାର ହେଉଛି ତ କେଉଁଠି ଟ୍ରେନରେ କଟୁଛି କିମ୍ବା ବିଦ୍ୟୁତ ତାରରେ ଛନ୍ଦି ହେଉଛି।

ଏଥିପାଇଁ କେବଳ ମଣିଷ ହାନି ଦାୟୀ କାହିଁକି ନ ସେ ଏକ ବନ୍ୟଜନ୍ତୁ ଆଉ ତ ପାଇଁ ତ ଘର ହେଉଛି ଜଙ୍ଗଲ | ଏଥିକିନ୍ତୁ ମଣିଷ ତାର ନିଜସ୍ୱାର୍ଥ ଆଇଁ ଜଙ୍ଗଲ କୁ କାଟି ସଫା କରି ବଡ ବଡ ଅଟାଳିକା ମନ ଠିକ କରିସାରିଲେଣି | ତାହାଲେ ହାତୀ ଯିବେ କୁଆଡେ ରହିବେ କେଉଁଠି ଆଉ ଖାଇବେ କଣ | ତେବେ ଆଗ ଅପେକ୍ଷା ହାତୀ ମୃତ୍ୟୁ ବଢିଥିବା ବେଳେ ହାତୀର ସଂଖ୍ୟା ମଧ୍ୟ ଲୋପ ପାଇବାରେ ବସିଲାଣି |