ସର୍ବଦଳୀୟ ବୈଠକରେ ଯୋଗଦେଲେ ୩ଦଳୀୟ କାର୍ଯ୍ୟକର୍ତା

0

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ) : ଆରମ୍ଭ ହେଲା ସର୍ବ ଦଳୀୟ ବୈଠକ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଛି ସର୍ବ ଦଳୀୟ ବୈଠକ,ଯୋଗଦେଲେ ତିନି ଦଳର କାର୍ଯ୍ୟକର୍ତା, ବିଜେଡି ତରଫରୁ ବିଧାୟକ ଦେବି ମିଶ୍ର, ବିଜେପି ତରଫରୁ ଲେଖାଶ୍ରୀ ସାମନ୍ତ ସିଂହାର, କଂଗ୍ରେସ ତରଫରୁ ଶିବାନନ୍ଦ ରାୟ ଯୋଗଦେଉଛନ୍ତି, ଧାମନଗର ଉପ ନିର୍ବାଚନକୁ ନେଇ ଚାଲିଛି ସର୍ବ ଦଳୀୟ ବୈଠକ । ଧାମନଗର ଉପନିର୍ବାଚନ ନେଉ ବସିଲା ସର୍ବଦଳୀୟ ବୈଠକ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ବିଜେଡି ପକ୍ଷରୁ ଦେବୀ ମିଶ୍ର, କଂଗ୍ରେସ ପକ୍ଷରୁ ସିବାନନ୍ଦ ରାୟ ଓ ବିଜେପି ପକ୍ଷରୁ ଲେଖାଶ୍ରୀ ସାମନ୍ତ ସିଂହାର ବୈଠକରେ ସାମିଲ । ମୁକ୍ତ ଓ ଅବାଧ ନିର୍ବାଚନ ନେଇ ବୈଠକରେ ସମସ୍ତ ରାଜନୈତିକ ଦଳ ମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରୁଥିବା ସୂଚନା ।ସେହିପରି ଆଜି ଅପରାହ୍ନ ୪.୩୦ ସମୟରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।