ରିଲିଜ ହେଲା ଶ୍ରଦ୍ଧା-ରଣବୀରଙ୍କ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକାରର ଟ୍ରେଲର

0

ମୁମ୍ଵାଇ: ରିଲିଜ ହୋଇଛି ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକାରର ଟ୍ରେଲର | ବୋଲ୍ଡ କଣ୍ଟେଣ୍ଟରେ ପରିପୂର୍ଣ୍ଣ ରହିଛି ଏହି ଏହି ଚଳଚିତ୍ର | ନିର୍ଦ୍ଦେଶକ ଲଭ ରଂଜନଙ୍କ ଦ୍ୱାରା ଏହି ନିର୍ଦେଶିତ ଏହି ଚଳଚିତ୍ରର ଟ୍ରେଲର ଆଜି ମୁକ୍ତିଲାଭ କରିଛି | ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ଫ୍ୟାନ୍ସମାନେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କୁ ପରଦାରେ ରୋମାନ୍ସ କରିବାରେ ଦେଖିବେ। ସୂଚନା ଅନୁଯାୟୀ ରଣବୀର -ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକାର’ ବୋଲ୍ଡ କଣ୍ଟେଣ୍ଟରେ ପରିପୂର୍ଣ୍ଣ।

ତୁ ଝୁଠି ମେନ୍ ମକାର’ର ବୋଲ୍ଡ ଏବଂ ସୁନ୍ଦର ଆଇଡିଆ ନିର୍ମାଣ କରାଯାଇଛି । ଶ୍ରଦ୍ଧା ଏବଂ ରଣବୀର ଲଭ ରଂଜନଙ୍କ ଟ୍ରେଲରରେ ଦୁଇ ଜଣଙ୍କ ଦମଦାର କେନେଷ୍ଟ୍ରିକେମେଷ୍ଟ୍ରି ଦେଖିବାକୁ ମିଳିଛି।ଫିଲ୍ମରେ ଶ୍ରଦ୍ଧାଙ୍କ ଲୁକକୁ ମଧ୍ୟ ଦର୍ଶକମାନେ ପସନ୍ଦ କରିଛନ୍ତି ଏହି ନୂଆ ଯୋଡିକୁ ଦେଖିଲେ ଲାଗୁଛି ଜବରଦସ୍ତ କମେଷ୍ଟ୍ରୀ ଜମିବ। ଟ୍ରେଲରଟି ରଙ୍ଗୀନ, ୟୁନିକ ହେବା ସହିତ ଏଣ୍ଟରଟେନିଂ କରିବ ବୋଲି ଆଶା କରାଯାଉଛି। ଫିଲ୍ମର ଟାଇଟଲ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନଥିଲା । ସମସ୍ତେ ଏହାକୁ ଲଭ ଭ ରଂଜନଙ୍କ ଫିଲ୍ମ ବୋଲି କହୁଥିଲେ।