କରୋନାକୁ ପରାସ୍ତ କରିଲେ ଭିକି

0

(ମୁମ୍ବାଇ) : କରୋନାର ଦ୍ବିତୀୟ ଲହର ବଲିଉଡ୍‌କୁ ଗ୍ରାସ କରିଛି । ଜଣଙ୍କ ପରେ ଜଣେ କଳାକାର ଆକ୍ରାନ୍ତ ହେଉଥିବା ବେଳେ ସୁଟିଂକୁ ବନ୍ଦ ହୋଇଛି । କିନ୍ତୁ ଆନନ୍ଦର କଥା ଏହି ନାୟକ କରୋନା ଯୁଦ୍ଧରେ ବି ଭାଇରସ୍‌କୁ ହରାଉଛନ୍ତି। ଏହି ପରିପ୍ରେକ୍ଷୀ‌ରେ ଆଜି ଅଭିନେତା ଭିକି କୌଶଲ କରୋନାରୁ ମୁକ୍ତ ହୋଇଥିବା ଜଣାଯାଇଛି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ସେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଭିକି ଗତ ୫ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ।