ଭିଜିଲାନ୍ସ ଜାଲରେ ଚୋରା କାଠ ଚାଲାଣ କାରୀ

0

କୋରାପୁଟ (ରିପୋର୍ଟର୍ସ ଟୁଡେ) ବେଆଇନ କାଠ ଚାଲାଣ ହେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଚଢାଉ କରାଯାଇଛି । ଭାଲୁଗୁଡା ଏବଂ ରାମଗିରି ମଧ୍ୟରେ ଏହି କାଠ ଚାଲାଣ କରାଯାଉଥିଲା । ଏହି ଚଢାଉ ବେଳେ ୩,୩୭,୦୦୦ ଟଙ୍କା ସହିତ ଅନେକ ଉପକରଣ ଜବତ ହୋଇଛି । ଏହି ଚୋରା କାଠ ଚାଲାଣରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।