ଅସ୍ତ୍ର ଶସ୍ତ୍ର ଜବତ

0

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଶ୍ରୀ ମଧୁରାରେ ବେଆଇନ ଅସ୍ତ୍ର ଶସ୍ତ୍ର କରାଖାନାରେ ଚଢାଉ । ଦୌଲତପୁର ସ୍ଥିତ ବହୁପରରିମାଣର ବେଆଇନର ଅସ୍ତ୍ର ଶସ୍ତ୍ର ଜବତ କରିଛି ଗୋବର୍ଦ୍ଧନ ପେଲିସ । ଏଥିସହିତ ଚଢାଉ ସମୟରେ ଜଣକୁ ପେଲିସ ଗିରଫ କରଥିବା ବେଳେ ଆଉ ଗଣେ ଅଭିଯୁକ୍ତ ଘଟଣା ସ୍ଥଳରେୁ ଖସି ଯିବା ପାଇଁ ସଫଳ ହୋଇଛି । ସୂଚନା ଅନୁଯାୟୀ ପୋଲିସ ୮ଟି ପିସତଲ , ୪ଟି ବନ୍ଧୁକ ଏବଂ କ୍ୟାଟ୍ରେସ ସହିତ ବହୁଳ ପରିମାଣରେ ବେଆଇନ ଅସ୍ତ୍ର ଶସ୍ତ୍ର ତିଆରି ଉପକରଣ ଜବତ କରିଛି । ଫେରାର ଅଭିଯୁକ୍ତ କୁ  ଖୋଜା ଖୋଜି କରୁଛି । ଏ ଘଟଣାରେ ପୋଲିସ ଆଗକୁ ତଦନ୍ତ ଜାରି ରଖିଛି ।