ଭାରତରେ ହାରାହାରି ବୃଷ୍ଟିପାତ ୬୫ ପ୍ରତିଶତ ସମ୍ଭାବନା

ଚଳିତ ବର୍ଷ ଦେଶରେ ଠିକ ଠାକ ରହିବ ମୌସୁମୀ ବର୍ଷା ।

0

(ଦିଲ୍ଲୀ) : ଚଳିତ ବର୍ଷ ଦେଶରେ ଠିକ ଠାକ ରହିବ ମୌସୁମୀ ବର୍ଷା । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭାରତରେ ହାରାହାରି ବୃଷ୍ଟିପାତ ୬୫ ପ୍ରତିଶତ ହାବର ସମ୍ଭାବନା ରହିଛି।

ସ୍କାଇମେଟ କହିଛି ଯେ, ମୌସୁମୀର ଦୀର୍ଘ ସମୟର ହାରାହାରି ୯୮ ପ୍ରତିଶତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଦିଲ୍ଲୀର ପାଣିପାଗ ବିଭାଗ ୪ ମାସ ମୌସୁମୀ ବର୍ଷାର ସମୟକୁ ଗତ ୫୦ ବର୍ଷର ହାରାହାରି ୮୮ ସେମି ବୃଷ୍ଟିପାତର ୯୬ ରୁ ୧୦୪ ପ୍ରତିଶତ ହାରାହାରି କିମ୍ୱା ସାଧାରଣ ଭାବେ ବାକ୍ଷ୍ୟା କରିଥାଏ।

ତେବେ ଚଳିତ ବର୍ଷ ସରକାରୀ ପାଣିପାଗ ବିଭାଗ ଏହି ମାସ ଶେଷ ସୁଦ୍ଧା ମୌସୁମୀ ସମ୍ବନ୍ଧୀୟ ବାର୍ଷିକ ପୂର୍ବାନୁମାନ ପ୍ରକାଶ କରିବ।