ନିର୍ବାଚନ ଆସିଲେ ଉଭୟ ଉଭୟକୁ ବିରୋଧ କରନ୍ତି ,ନିର୍ବାଚନ ସରିଗଲେ କୋଳାକୋଳି ହୁଅନ୍ତି:କଂଗ୍ରସ ମୁଖପାତ୍ର ନିଷିକାନ୍ତ ମିଶ୍ର

0

ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାବାସୀ ୨୦୧୯ ମସିହା ରେ ବିରୋଧୀ ଦଳର ଦାୟିତ୍ୱ ଦେଇଥିଲେ। ହେଲେ ବିଧାନସଭାକୁ ଲକ୍ଷ କଲେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର ଭୂମିକା ନିଭାଉଛି ।ବିଜେପି ଓ ବିଜେଡି ଗୋଟିଏ ମୁଦ୍ରର ଦୁଇଟି ପାର୍ଶ୍ଵ।ତେଣୁ ଯୁବକ ଓ ଚାଷୀ ଉଭୟ ଦଳଠାରୁ ମୁହଁ ଫେରାଇଲେଣି। ନିର୍ବାଚନ ଆସିଲେ ଉଭୟ ଉଭୟକୁ ବିରୋଧ କରନ୍ତି । ନିର୍ବାଚନ ସରିଗଲେ କୋଳାକୋଳି ହୋଇ ଏକାଠି ବ୍ୟବସାୟ କରନ୍ତି।ଲୋକଙ୍କୁ ଭ୍ରମିତ କରିବା ପାଇଁ ବିଜେପି କାର୍ଯ୍ୟକାରିଣୀ କରୁଛି। ପ୍ରଥମେ ୨୦୧୯ ରେ ଲୋକ ଦେଇଥିବା ଦାୟିତ୍ୱ କେତେ ତୁଲେଇଛନ୍ତି ତାର ଉତ୍ତର ଦେଉ ବିଜେ ପିକହିଛନ୍ତି କଂଗ୍ରସ ମୁଖପାତ୍ର ନିଷିକାନ୍ତ ମିଶ୍ର ।