whoର ଆଲର୍ଟ : ଭାରତରେ ତଦନ୍ତ

0

ନୂଆଦିଲ୍ଲୀ : ଗାମ୍ବିଆରେ ୬୬ ଶିଶୁଙ୍କ ସନ୍ଦେହ ଜନକ ମୃତ୍ୟୁପରେ ଭାରତରେ ତଦନ୍ତ | ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା WHO |whoର  ଆଲର୍ଟପରେ ୪ଟି କଫସିରପକୁ ନେଇ ସିଡିଏସକୋର ତତ୍ପରତା | କଫସିରପ୍ ତିଆରି କରୁଥିବା ହରିୟାଣାର ଏକ କମ୍ପାନୀରେ ଖୋଳତାଡ | ହରିୟାଣାର କଂପାନୀ ଗାମ୍ବିଆକୁ କଫସିରପ ଦେଇଥିବା ସୂଚନା ପରେ ତଦନ୍ତ | ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ସହ ଭାରତର ଲିଙ୍କ୍ ନେଇ ଡଷକ୍ଟର ଆଲର୍ଟ|