ଓଡିଶା

ବଣୁଆ ହାତୀ ଆତଙ୍କ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ହିଞ୍ଜିଳି ଓ କୁକୁଡା ଖଣ୍ଡି ବ୍ଲକରେ ମାତିଛି ବଣୁଆ ହାତୀ । ବଣୁଆ ହାତୀର ଆତଙ୍କରେ ସ୍ଥାନୀୟ ବାସିନ୍ଦା ଭୟଭୀତ ।  ୧୪ ଟି ବଣୁଆ ହାତୀ ସ୍ଥାନୀୟ ବଣରୁ ଗ୍ରାମ ମଧ୍ୟକୁ ପଶିଆସିଛନ୍ତି ।

Related posts

କରୋନା ପ୍ରଭାବରେ ମୂର୍ତ୍ତି କାରିଗର ଘାଇଲା

Report

ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

Report

କଣ୍ଢେଇ ମେଳା ଅନୁଷ୍ଠିତ

Report

Leave a Comment