‘କେଜିଏଫ୍ ୨’ ମାଧ୍ୟମରେ ପୁନୀତଙ୍କୁ ଶ୍ରଦ୍ଧାଞ୍ଜଳି
ୟଶ ଷ୍ଟାରର ‘କେଜିଏଫ୍ ଚ୍ୟାପ୍ଟର ୨’ ଆଜି ସିନେମାଘରେ ରିଲିଜ୍ ହୋଇଛି।
(ମୁମ୍ବାଇ) : ୟଶ ଷ୍ଟାରର ‘କେଜିଏଫ୍ ଚ୍ୟାପ୍ଟର ୨’ ଆଜି ସିନେମାଘରେ ରିଲିଜ୍ ହୋଇଛି। ନିର୍ମାତା ସାଉଥ ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଦେଇ ଫିଲ୍ମ ଆରମ୍ଭ କରିଛନ୍ତି।
ପ୍ରଶଂସକ ଟ୍ୱିଟରରେ ନିର୍ମାତାଙ୍କୁ ପ୍ରଶଂସା କରୁଛନ୍ତି ଏବଂ ପୁନୀତଙ୍କୁ ମନେ ପକାଇ ଇମୋସନାଲ୍ ହୋଇପଡିଛନ୍ତି। ‘କେଜିଏଫ୍ ଚ୍ୟାପ୍ଟରେ ୨’ ର ଆରମ୍ଭ ସ୍ୱର୍ଗତ ଅଭିନେତା ପୁନୀତ ରାଜକୁମାରଙ୍କ ଫଟୋରୁ ହୋଇଛି।
#Appu Boss ❣️
We miss you till we see you again😭#PuneethRajkumar @PuneethRajkumar #KGFChapter2 #KGF2 pic.twitter.com/MjBZQkXEWo
— Puneeth Rajkumar Cults🔥 (@psprkcults) April 14, 2022
ଭିଡିଓରେ ବିଭାଗରେ ପନୀତଙ୍କ ପିଲାଦିନର ଫଟୋରୁ ନେଇ ଶେଷ ପର୍ଯ୍ୟନ୍ତ ଫଟୋ ଦେଖାଯାଇଛି। ଏହା ସହିତ ଲେଖାଯାଇଛି, ଆମେ ଆପଣଙ୍କୁ ସେ ପର୍ଯ୍ୟନ୍ତ ମନେ ପକାଇବୁ ଯେପର୍ଯ୍ୟନ୍ତ ଆଉ ଥରେ ନଦେଖିଛୁ।