ଅପରାଧ

ଅଶ୍ଳୀଳ ଫଟୋ ଭାଇରାଲ ଧମକରେ ଯୁବକ ଗିରଫ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ପ୍ରଲୋଭନ ଦେଖାଇ ଯୁବତୀ ସହ ସଂପର୍କ । ଲସିରେ ନିଶା ଦେଇ ଦୁଷ୍କର୍ମ ଓ ଅଶ୍ଳୀଳ ଫଟୋ ଭାଇରଲ୍ ଧମକ ଅଭିଯୋଗରେ ଯୁବକ ଗିରଫ । ଗିରଫ ଯୁବକ ଆସିକା ଅଞ୍ଚଳର କୈଳାସ ସାହୁ ବୋଲି ସୂଚନା ଦେଲେ ଆସିକା ଥାନାଧିକାରୀ ।

Related posts

ଲୁଟ ଅଭିଯୋଗରେ କିନ୍ନର ଗିରଫ

Report

୧ କୋଟି ଟଙ୍କାର ଧଳା ଜହର ଜବତ

Report

ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ

Report

Leave a Comment